ରାଜଧାନୀରେ ଚିନ୍ତା ବଢ଼ାଉଛି ଅନିୟନ୍ତ୍ରିତ ଡେଙ୍ଗୁ : ୨୪ ଘଣ୍ଟାରେ ୪୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୭୬୧ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭରତପୁର ସ୍ଥିତ ଜିଏ କଲୋନିରେ ୩ ଜଣ ଡେଙ୍ଗୁ ରୋଗୀ ଥିବା ଜଣାପଡ଼ିଛି। ତେଣୁ ଏଠାରେ ଯଥାଶୀଘ୍ର ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜମି ରହୁଥିବା ପାଣି ନିଷ୍କାସନ ସହିତ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ … Continue reading ରାଜଧାନୀରେ ଚିନ୍ତା ବଢ଼ାଉଛି ଅନିୟନ୍ତ୍ରିତ ଡେଙ୍ଗୁ : ୨୪ ଘଣ୍ଟାରେ ୪୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ